କାହା ପାଇଁ

  1. ହାଡଭଙ୍ଗା ପରେ

    ଗୋଡ, ବାଇଁଶି କିମ୍ବା ହାତ ଭାଙ୍ଗିଥିବାରୁ ଆସିବା କଷ୍ଟକର ହେଲେ।

  2. ବୟସ୍କ ରୋଗୀ

    ଘରୁ ନ ବାହାରି ଆଣ୍ଠୁ ଗଣ୍ଠି ବାତ ପାଇଁ ସେକ।

  3. ଶଯ୍ୟାଶାୟୀ

    ଷ୍ଟ୍ରୋକ କିମ୍ବା ଲମ୍ବା ରୋଗ ପରର ଟାଣ ପାଇଁ ମାଲିସ ଓ ସେକ।

ଘରକୁ ସେବା ବିଷୟରେ ପ୍ରଶ୍ନ

ଘରେ କେଉଁ ଚିକିତ୍ସା ଦିଆଯାଇପାରେ?

ଗଣ୍ଠି ବାତ, ହାଡଭଙ୍ଗା, ଅଣ୍ଟା ଦରଜ, ସାଇଟିକା ଓ ଟାଣ ପାଇଁ ସେକ, ଚେରମୂଳି ପଟି ଓ ଆୟୁର୍ବେଦିକ ତେଲ ମାଲିସ।

କେଉଁ ଅଞ୍ଚଳରେ ସେବା ଦିଅନ୍ତି?

ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ। ଠିକଣା ସହ ଫୋନ୍ କରନ୍ତୁ, ଆମେ ଆସିପାରିବୁ କି ଜଣାଇବୁ।

କେତେ ଖର୍ଚ୍ଚ ହେବ?

ଚିକିତ୍ସା ଓ ଦୂରତା ଉପରେ ନିର୍ଭର କରେ। ଆସିବା ପୂର୍ବରୁ ଫୋନରେ ଖର୍ଚ୍ଚ ଜଣାଇଦେବୁ।

ଘରକୁ ସେବା ପାଇଁ ଯୋଗାଯୋଗ କରନ୍ତୁ

ଫୋନ୍ କିମ୍ବା ହ୍ୱାଟସଆପ୍ କରନ୍ତୁ, ଆମେ ସମୟ ଠିକ୍ କରିବୁ।